Masthead

‘ହିନ୍ଦୀ-ଚୀନ ଭାଇ –ଭାଇ’ ସ୍ଲୋଗାନ ମନେପକାଇଲେ ସିନ୍ଧ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା ଲୋକେ କହିଛନ୍ତି ଚାଇନା ସେନା ଆମ ଅଞ୍ଚଳରେ ପ୍ରବେଶ କରି ଆମ ଚାରଣ ଜମି ଛଡ଼ାଇ ନେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏପରିକି ଏକ ଇଞ୍ଚ ଜମି ମଧ୍ୟ ନିଆଯାଇ ନାହିଁ। ଯାହାକୁ ନେଇ ବିଜେପି ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି କହିଛନ୍ତି ‘ହିନ୍ଦୀ ଚୀନି ଭାଇ-ଭାଇ’ର ସ୍ଲୋଗାନ ଦେଇ ଚାଇନାକୁ ୪୫ ହଜାର ବର୍ଗ କିଲୋମିଟର ଜମି ଦେଇଥିବା କଂଗ୍ରେସ ପ୍ରଥମେ ନିଜକୁ ଦେଖିବା ଉଚିତ। ରାହୁଲ ଗାନ୍ଧୀଙ୍କ ଚାଇନା ବିବୃତ୍ତି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ରାହୁଲ ଗାନ୍ଧୀ ନିଜେ ଲଦାଖ ଗସ୍ତରେ ଯାଇ କିଛି ସତ୍ୟ ଦେଖିଛନ୍ତି ଏବଂ କଂଗ୍ରେସ ଅନେକ ଥର କହିଛି ଚାଇନା ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଉପରେ ଅତିକ୍ରମଣ କରିଛି। ଏପରିସ୍ଥଳେ ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଚାଇନାକୁ ଇଞ୍ଚେ ବି ଜମି ଦିଆଯିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର