ଘସିପୁରା(ବଡ଼ ଖବର ବ୍ୟୁରୋ): ଚଢଉ କରି ୩୨ ବଟଲ ବିଦେଶି ମଦ ଜବଦ କରିବା ସହ ସେହି ଗ୍ରାମର ନାରାୟଣ ଜେନା ଙ୍କୁ ଗିରଫ କରିଛି ରାମଚନ୍ଦ୍ରପୁର ପୋଲିସ ।ବେଆଇନ ବିଦେଶି ମଦ କାରବାର ଦୀର୍ଘ ଦିନ ହେଲା ଭାଳୁକା ଗ୍ରାମରେ ଚାଲି ଆସୁଥିବା ନେଇ ଅଭିଯୋଗ ହେବା ପରେ ଗତ ୩୧ ତାରିଖରେ ଜଣକୁ ଗିରଫ କରିଥିଲା ରାମଚନ୍ଦ୍ରପୁର ପୋଲିସ । ପରେ ରାମଚନ୍ଦ୍ରପୁର ଥାନାଧିକିରୀ ବିଜୟ କୁମାର ସିଂ ଙ୍କ ନିର୍ଦ୍ଦେଶରେ ଏସ ଆଇ ଅନୂସୟା ସେଠୀ, ଧର୍ମେନ୍ଦ୍ର ମହାପାତ୍ର ଅଚାନକ ଚଢାଉ କରି ମଦ ଜବତ କରିବା ସହ ଗିରଫ କରିଥିଲେ ।
Prev Post
Next Post
ଆଗକୁ ପଢନ୍ତୁ
