ଜିଲ୍ଲା ଶିକ୍ଷାଧିକାରୀ କାର୍ୟ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକଙ୍କ ଧାରଣା

ମାଲକାନଗିରି(ବଡ଼ ଖବର ବ୍ୟୁରୋ):  ସାରା ରାଜ୍ୟରେ ଓଷ୍ଟା ପକ୍ଷରୁ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଉଛି। ଏହି କ୍ରାନ୍ତି ଦିବସରେ ମାଲକାନଗିରି ଜିଲ୍ଲାର ଶତାଧିକ ଶିକ୍ଷକ ବିଭିନ୍ନ ଦାବି ଗୁଡ଼ିକ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଶିକ୍ଷକ ମାନଙ୍କର ଯେଉଁ ସବୁ ସମସ୍ୟା ଗୁଡିକ ରହିଛି ଯେମିତି ବିନା ଅନୁଦାନରେ ଚାଲୁଥିବା ସ୍କଲକୁ ଅନୁଦାନ, ରିଟାର୍ଡ ହବାକୁ ବସିଥିବା ଶିକ୍ଷକଙ୍କୁ ଏ ପର୍ୟ୍ୟନ୍ତ ଚାକିରି ସର୍ତ୍ତାବଳୀ ଲାଗି ନାହିଁ , ପେନସନ ସୁବିଧା, ପୂର୍ଣ୍ଣ ଅନୁଦାନ ସ୍କଲକୁ ସରକାରୀ କରଣ,୨୮୦୦ ଗ୍ରେଡପେରେ ଥିବା ଅସଙ୍ଗତି ଦୂରୀକରଣ, ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆରଏସପିକୁ ସରକାର ମାନୁ ନାହାଁନ୍ତି, ସାଂସ୍କୃତିକ ଶିକ୍ଷକଙ୍କୁ ଟିଜିଟି ସ୍କେଲ ପ୍ରଦାନ ଭଳି ଦାବି ରହିଥିବା ବେଳେ ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓଷ୍ଟା ଶିକ୍ଷକଙ୍କ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ