Masthead

ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଅଭିଯୋଗ ଆଣିଲେ ଆମିର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାକିସ୍ତାନ କ୍ରିକେଟକୁ ଛାଡିବାକୁ ନିଷ୍ପତି ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଆମିର । ୨୮ ବର୍ଷିୟ ଦ୍ରୁତ ବୋଲର ଅଭିଯୋଗ କରିଛନ୍ତ କି ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ମାନସିକ ନିର୍ଯାତନା ଦେଉଛି । ଏପରି ପରିସ୍ଥିତିରେ ସେ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଆମିର ୨୦୧୯ ଜନ୍ରୁ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି କି ବର୍ତ୍ତମାନ ପାକିସ୍ତାନୀ ଦଳର ପରିଚାଳନା ପାଇଁ ସେ ଖେଳିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ତାଙ୍କଠୁ ନ୍ୟୁଜଲ୍ୟାଣ୍ଡରେ ସୀମିତ ଓଭର ସିରିଜ୍ ପାଇଁ ତାଙ୍କୁ ଦଳରୁ ଦୂରେଇ ରଖାଯାଇଛି । ତାଙ୍କୁ କ୍ରିକେଟଠାରୁ ଦୁରେଇ ରଖିବା ପାଇଁ ଚେଷ୍ଟା କରାଯାଉଛି । ଯେତେବେଳେ ମୋତେ ୩୫ ଖେଳାଳିରେ ରଖାଯାଇନଥିଲା । ମୁଁ ମୋ ପଥ ଅଲଗା ରିବାର ସମୟ ଆସିଛି । ଆମିର ଆହୁରି ମଧ୍ୟ କହିଛନ୍ତି କି ମୁଁ ଭାବୁନାହିଁ ଯେ ମୁଁ ଏହି ପରିଚାଳନା ଅଧୀନରେ କ୍ରିକେଟ ଖେଳି ପାରିିବି ନାହିଁ । ମୁଁ ଏହି ସମୟରେ କ୍ରିକେଟ ଛାଡିବା ଉଚିତ । ଆମିର କହିଛନ୍ତି କି ପିସିବି ମୋ ପାଇଁ ବିନିଯୋଗ କରିଛି ବୋଲି ମୋତେ ବାରମମ୍ବାର ନିର୍ଯ୍ୟାତନା ଦେଉଛି । ମୁଁ ତଥାପି ପିସିବିର ଦୁଇ ଜଣଙ୍କୁ କ୍ରେଡିଟ ଦେଉଛି । ମୁଁ ପାଞ୍ଚ ବର୍ଷର ଦଣ୍ଡ ସମାପ୍ତ କରିବା ପରେ ଫେରି ଆସିଥିଲି । ସେଠୀ ସାହେବ ଓ ସହିଦ ଆଫ୍ରିଦ । ମୁଁ ଏହି ଦୁଇ ଜଣଙ୍କୁ ସର୍ବଦା ଧନ୍ୟବାଦ ଦେବି । ଦୁହେଁ କଷ୍ଟ ସମୟରେ ମୋତେ ସମର୍ଥନ କରିଥିଲେ । ବାକି ଦଳ କହିଥିଲେ ଯେ ଆମେ ମହମ୍ମଦ ଆମିରଙ୍କ ସହ ଖେଳିବୁ ନାହିଁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ