Before Header

ଆସିକାରେ ପାଳିତ ହେଲା ପଟେଲଙ୍କ ଜନ୍ମଜୟନ୍ତୀ

0 24

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ଟାଉନହଲ ଖେଳ ପଡିଆ ଠାରେ ଆସିକା ପତଞ୍ଜଳୀ ଯୋଗ ସମିତି ଓ ଆସିକା ରାଷ୍ଟ୍ରୀୟ ସ୍ବୟଂ ସଂଘ ପକ୍ଷରୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ସେ ଏକାଧାରରେ ଜଣେ ସର୍ବଗୁଣବାନ ସାଙ୍ଗକୁ ଭାରତ କୁ ଏକ କରି ରଖିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ତାଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସ ଅବସରରେ ପ୍ରାତଃ ସକାଳୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ତାଙ୍କ ଗୁଣଗାନ କରାଯାଇଥିଲା ।

Leave A Reply

Your email address will not be published.