Masthead

ବିଶ୍ୱରେ ଜାରି ରହିଛି ଭାରତୀୟ ବଂଶୋଦ୍ଭବଙ୍କ ଦବଦବା

ନୂଆଦିଲ୍ଲୀ (ବଡ଼ ଖବର): ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କ ପ୍ରତିଭା ବିଶ୍ୱରେ ଅଦ୍ୱିତୀୟ । ଆମେରିକା, ବ୍ରିଟେନ ଭଳି ବିଶ୍ୱର ୧୫ ଟି ଦେଶରେ ଭାରତୀୟ ବଂଶୋଦ୍ଭବ ଦେଖାଉଛନ୍ତି ସେମାନଙ୍କ ପ୍ରତିଭା । ଆମେରିକାରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ୨୦୦ ରୁ ଉର୍ଦ୍ଧ ଭାରତୀୟ ବଂଶୋଦ୍ଭବ ୧୫ ଟି ଦେଶର ନେତୃତ୍ୱ ନେଇଛନ୍ତି । ୬୦ରୁ ଉଦ୍ଧ୍ୱର୍ ଭାରତୀୟ ବଂଶୋଦ୍ଭବ କ୍ୟାବିନେଟ ର୍ୟାଙ୍କରେ ଅଛନ୍ତି ।

Image result for kamla harishପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ରସ୍ଥଳ ଦେଶ ଆମେରିକାର ଭାଇସ ପ୍ରେସିଡ଼େଣ୍ଟ ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ତାଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଅନ୍ୟ ଭାରତୀୟ ବଂଶୋଦ୍ଭବମାନଙ୍କୁ ଭବିଷ୍ୟତ ଗଢିବା ପାଇଁ ପ୍ରେରଣା ଯୋଗାଉଛି । ସୋମବାର ପ୍ରକାଶିତ ତାଲିକା ଅନୁଯାୟୀ ବହୁ ଭାରତୀୟ ବଂଶୋଦ୍ଭବ କୂଟନିତିଜ୍ଞ , ସାଂସଦ , କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ , ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ,ବ୍ରିଟେନ, ୟୁଏସ ପ୍ରଭୃତି ଦେଶରେ ଭାରତୀୟ ବଂଶୋଦ୍ଭବମାନେ କୂଟନିତିଜ୍ଞ , ସାଂସଦ , କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ , ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୩୨ ମିଲିୟନରୁ ଉର୍ଦ୍ଧ ଭାରତୀୟ ବଂଶୋଦ୍ଭବ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବସବାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା