Masthead

‘ମୋତେ ମୃତ୍ୟୁର ସୌଦାଗର, ମଇଳା ଡ୍ରେନର ପୋକ ବୋଲି କୁହାଯାଉଥିଲା…’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ନିର୍ବଚନରେ ଶେଷ ପର୍ୟ୍ୟାୟ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ରମଣ ସହ ଜଡିତ ପ୍ରଶ୍ନ ଉପରେ କହିଛନ୍ତି, କେହି ମୋତେ ମୃତ୍ୟୁର ସୌଦାଗର ବୋଲି କହିଥିବା ବେଳେ କେହି ମଇଳା ଡ୍ରେନର ପୋକ ବୋଲି କହିଛନ୍ତି। ୨୪ ବର୍ଷ ଧରି ଏହିପରି ଦୁର୍ବ୍ୟବହାର ସହିବା ପରେ ମୁଁ ଗାଳି ପ୍ରୁଫ୍‌ ପାଲଟିଯାଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂସଦରେ ଆମର ଜଣେ ସହକର୍ମୀ ମୋ ସହ ୧୦୧ ଦର୍ବ୍ୟବହାର ହୋଇଥିବା ହିସାବ କରିଥିଲେ। ତେଣୁ ନିର୍ବାଚନ ହେଉ କି ନାହିଁ, ଏହି ଲୋକମାନେ (ବିରୋଧୀ) ବିଶ୍ୱାସ କରନ୍ତି, ସେମାନଙ୍କର ଦୁର୍ବ୍ୟବହାର କରିବାର ଅଧିକାର ଅଛି। ନିରାଶା ଭାବ ଯୋଗ ଅପମାନଜନକ ଭାଷା ବ୍ୟବହାର କରିବା ସେମାନଙ୍କର ପ୍ରକୃତି ହୋଇଗଲାଣି।

ମୋଦି କହିଛନ୍ତି, ବଙ୍ଗଳା ନିର୍ବାଚନରେ ଟିଏମସି ବଞ୍ଚିବା ପାଇଁ ଲଢୁଛି। ଗତ ବିଧାନସଭା ନିର୍ବାଚନରେ ଆମେ ୩ରେ ଥିଲୁ ଏବଂ ବଙ୍ଗଳାର ଲୋକମାନେ ଆମକୁ ୮୦କୁ ନେଇଥିଲେ। ଗତ ନିର୍ବାଚନରେ ଆମେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ଏଥର ଯଦି ସମଗ୍ର ଭାରତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଅଛି, ତେବେ ଏହା ପଶ୍ଚିମବଙ୍ଗ ହେବାକୁ ଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି