Masthead

ରାଜ୍ୟ ସରକାରଙ୍କର ପ୍ରାଇଭେଟ ପ୍ରୀତି

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କର ପ୍ରାଇଭେଟ ପ୍ରୀତି । ଘରୋଇ ସଂସ୍ଥା ହାତରେ ଓଟିଡିସିର ୪ ପାନ୍ଥ ନିବାସକୁ ଟେକି ଦବାକୁ ବସିଛନ୍ତି ରାଜ୍ୟ ସରକାର । ଯାହାକୁ ବିରୋଧ କରିଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ । ସଂଘ ଅଭିଯୋଗ କରିଛିକି ଲାଭ ଦେଉଥିବା ୪ ପାନ୍ଥନିବାସକୁ ସରକାର ପୂର୍ବରୁ ଘରୋଇ ସଂସ୍ଥା ହାତରେ ଟେକି ଦେଇଥିଲେ । ଏହା ପରେ ଆଉ ୪ଟି ପାନ୍ଥନିବାସକୁ ଘରୋଇକରଣ କରିବାକୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୧୦୦୦ କର୍ମଚାରୀ ପ୍ରଭାବିତ ହେବା ଆଶଙ୍କା କରିଛି ସଂଘ ।

ଖାଲି ସେତିକି ନୁହେଁ ପାନ୍ଥନିବାସ ଗୁଡ଼ିକ ଘରୋଇ ସଂସ୍ଥା ହାତକୁ ଗଲେ ଏହାର ଦାମ ମଧ୍ୟ ବଢିବ ଯାହାର ସିଧା ପ୍ରଭାବ ପର୍ଯ୍ୟଟକଙ୍କ ଉପରେ ପଡ଼ିବ ବୋଲି ମଧ୍ୟ ସଂଘ ଅଭିଯୋଗ କରିଛି । ପର୍ଯ୍ୟଟନ ମନ୍ତ୍ରୀ ସଚିବ ଓ ଅଧିକାରୀ ଯଦି ଏଭଳି ଘରୋଇ ପ୍ରତିରୁ ନିବୃତ ନହେବେ ତେବେ ଆଗାମି ଦିନରେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା