Masthead

‘ଟିପ୍ ଟିପ୍ ବର୍ଷାପାନି’ରେ ଝୁମିଲେ ରବିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ‘ଟିପ୍ ଟିପ୍ ବର୍ଷାପାନି’ ଗୀତରେ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ଆଜିବି ରାଜ କରୁଛନ୍ତି ୯୦ଦଶକର ସୁପରହିଟ ହିରୋଇନ ରବିନା ଟନଣ୍ଡନ । ନିକଟରେ ଏକ ରିଆଲିଟି ଶୋରେ ରବିନା ତାଙ୍କର ଫେମସ ସଙ୍ଗରେ ଡ୍ୟାନ୍ସ କରିଥିବା ନଜର ଆସିଛି । ଛୋଟ ପରଦାରେ ଡ୍ୟାନ୍ସ ରିୟାଲିଟି ଶୋ ‘ଡ୍ୟାନ୍ସ ଦିୱାନେ’ ଶୋରେ ପ୍ରତିଯୋଗୀ ସେମାନଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳୁଛି | ଇତିମଧ୍ୟରେ ଜାରି ହୋଇଯାଇଛି ଏହି ଶୋ ର ନୂଆ ଏପିସୋଡର ପ୍ରୋମୋ ଭିଡିଓ ।

ଯେଉଁଥିରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଜଲୱା ଦେଖିବାକୁ ମିଳୁଛି । କଲର୍ସ ଚ୍ୟାନେଲ ତରଫରୁ ଇନଷ୍ଟାଗ୍ରାମରେ ଏହି ପ୍ରୋମୋ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ରବୀନା ଟଣ୍ଡନ ନିଜର ଲୋକପ୍ରିୟ ଗୀତ “ଟିପ୍ ଟିପ୍ ବର୍ଷା ପାନି”ରେ ଡ୍ୟାନ୍ସ କରୁଥିବାର ନଜର ଆସୁନ୍ତି । ସେ ୨୭ ବର୍ଷ ପରେ ଏହି ଗୀତରେ ପୁଣିଥରେ ଡ୍ୟାନ୍ସ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି । ଅନ୍ୟପଟେ ପ୍ରୋମୋ ଦେଖିବାକୁ ପାରେ ଲାଗୁଛି ଯେ ଏଥର ‘ଡ୍ୟାନ୍ସ ଦିୱାନେ’ ଏସିପୋଡରେ ଖୁବ୍ ମଜାଦାର ହେବାକୁ ଯାଉଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି