Masthead

ଟିକା ଅନ ଦ ୱେ

ନୂଆଦିଲ୍ଲୀ (ବଡ଼ ଖବର): ଆଜି ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକା ପରିବହନ । ବିମାନ ଓ ଟ୍ରକ ଯୋଗେ ଦେଶର ବିଭିନ୍ନ ରାଜ୍ୟକୁ ଟିକା ପରିବହନ କରାଯିବ । ସିରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଆସୁଛି ଟିକା । ଦେଶର ୬୦ସ୍ଥାନକୁ ହେବ ଟିକା କରଣ । ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ ଅର୍ଡର ପାଇବା ପରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାର୍ଯ୍ୟ । ପୁଣେର ସିରମ ଇନଷ୍ଟିଚ୍ୟୁଟର ମଞ୍ଜରି ଫ୍ୟାକ୍ଟ୍ରିରୁ ବିମାନ ବନ୍ଦର ଅଣାଯିବ ସେଠାରୁ ଆକାଶମାର୍ଗରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ସଡ଼କ ପଥରେ ମଧ୍ୟ ଟିକାପରିବହନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କୋଲ୍ଡ ଚେନ ଟ୍ରକର ବ୍ୟବସ୍ଥା କରାଯାଇଛି । ପ୍ରଥମ ଭାଗରେ କୋଭାକ୍ସିନ ଟିକାର ପରିବହନ ହେବ ବୋଲି ସୂଚନା ମିଳିଛି । ସକାଳ ୧୦ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନ ବନ୍ଦରରେ ଏହି ଟିକାକୁ ଗୁଜୁରାଟ ସରକାର ଗ୍ରହଣ କରିବେ । ଟିକା ପରିବହନରେ ୩୦୦ ଜିପିଏସ ବ୍ୟବସ୍ଥା ଥରବା କୁଲ ଏକ୍ସ କୋଲ୍ଡ ଚେନ ଟ୍ରକ ବ୍ୟବହାର କରାଯିବ । ଆବଶ୍ୟକ ହେଲେ ୫ଶହ ଟ୍ରକ ନିୟୋଜନ କରାଯିବ ବୋଲି ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ୧୬ରେ ସାରା ଦେଶକୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସୁରକ୍ଷିତ ଭାବେ କରୋନା ଟିକା ପହଂଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା