Masthead

ଲଦାଖରେ ମୋଦିଙ୍କ ପାଇଁ ରାହୁଲଙ୍କ ବାଣ, କହିଲେ ସତ ଲୁଚାଉଛନ୍ତି ମୋଦି

ଲଦାଖ (ବଡ଼ ଖବର ବ୍ୟୁରୋ): ଲଦାଖରେ ମୋଦିଙ୍କ ପାଇଁ ରାହୁଲଙ୍କ ବାଣ । କାରଗିଲ ଯୁଦ୍ଧକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି । ଗୋଟିଏ ପଟେ ବିରୋଧୀ ଦେଶ ଚାଇନା ଆମ ଦେଶର ସମ୍ବଳକୁ ନେଇଯାଇଛି । ଅନ୍ୟ ପଟେ ଆମ ଦେଶର ପ୍ରଧାନମନ୍ତ୍ରୀ ସେହି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ବୈଠକରେ ଯୋଗ ଦେଇ କହୁଛନ୍ତି, କିଏ କେହି ବି ଭାରତର ଗୋଟିଏ ଇଂଚ ବି ନେଇ ନାହିଁ । ଲଦାଖ ଗସ୍ତ ସମୟରେ କାରଗିଲରେ ପହଂଚି ରାହୁଲ ଗାନ୍ଧି କହିଛନ୍ତି ଯେ ଲଦାଖ ଏକ ରଣନୀତିକ ସ୍ଥାନ । ଗୋଟିଏ କଥା ସ୍ପଷ୍ଟ ଯେ ଚୀନ ଭାରତର ଜମି ଛଡାଇ ନେଇଛି । ଆମ ଠାରୁ ହଜାର ହଜାର କିଲୋମିଟର ଜମି ଛଡାଇ ନେଇଛି ଚୀନ । ଏହି ଘଟଣାର ସାକ୍ଷୀ ରହିଛନ୍ତି ଲଦାଖବାସୀ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବୟାନ ବାସ୍ତବରୁ ସମ୍ପୂର୍ଣ୍ଣ ଭିନ୍ନ । ଏପରି କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି