Masthead

‘ଲୋକାଭିମୁଖୀ ବଜେଟ୍ ଆସିବ, ବଜେଟର ଆକାର ବି ବଡ଼ ହେବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଲିଛି ବିଧାନସଭାର ବଜେଟ ଅଧିବେଶନ । ସେପଟେ ବଜେଟ ଆସିବାକୁ ପ୍ରତିକ୍ରିୟା ରଖିଛନ୍ତି ଯୋଜନା ଓ ସଂଯୋଜକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। କହିଛନ୍ତି, ମୁଁ ଯେବେ ବିଧାୟକ ହୋଇଥିଲି ସେତେ ବେଳେ ମାତ୍ର ୧୧ହଜାର କୋଟି ଟଙ୍କାର ବଜେଟ୍ ଥିଲା। ମାତ୍ର ୨୦୨୨,୨୩ଆର୍ଥିକ ବର୍ଷରେ ୨ଲକ୍ଷ କୋଟିର ବଜେଟ୍ ପ୍ରସ୍ତୁତ ହୋଇ ବିକାଶ ଧାରା ଓଡ଼ିଶାରେ ଆଗେଇଛି। କାଲି ଯେଉଁ ବଜେଟ୍ ଆସିବ ନିଶ୍ଚିନ୍ତ ଭାବେ ଆମ ସରକାର ଲୋକାଭିମୁଖୀ ବଜେଟ୍ ଆସିବ , ବଜେଟର ଆକାର ବି ବଡ଼ ହେବ । ସାଧାରଣ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆସିବ। ରାସ୍ତାଘାଟ,ସ୍ବାସ୍ଥ୍ୟ ,ଶିକ୍ଷା, କୃଷି ଓ ଜଳ ଭଳି ଅନେକ ଦିଗରେ ଗୁରୁତ୍ବ ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ