Masthead

ମୁଁ ବଞ୍ଚିଛି ….ମୋ ନଥିପତ୍ର ଠିକ୍ କର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ତହସିଲ ଆଗରେ ବସିଛି ଭୂତ । ସେ ପୁଣି ଆମରଣ ଅନଶନରେ । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସତରେ ଜବୀନ୍ତ ଲୋକକୁ ମୃତ ଘୋଷଣା କରାଯାଇଛି । ସବୁ ସରକାରୀ ନଥିପତ୍ରରେ ମୃତ ଘୋଷଣା ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ରାୟଗଡ ଜିଲ୍ଲା ତହସିଲ କାର୍ଯ୍ୟାଳୟ ଆଗରେ ଭୂତ ବସିଛି ଆମରଣ ଅନଶନରେ।

ଗତ କାଲିଠାରୁ ଦିବାରାତ୍ର ଅନଶନରେ ବସିଛନ୍ତି ପାର୍ବତୀ । ସେ କହୁଛନ୍ତି ମୁଁ ବଞ୍ଚିଚି। ମୋତେ ଯେଉଁ ସରକାରୀ ନଥିପତ୍ରରେ ମୃତ ଘୋଷଣା କରାଯାଇଛି ତାକୁ ସରକାରୀ ନଥିପତ୍ରରେ ଜୀବନ୍ତ କର। ଅନଶନରେ ବସିବା ପୂର୍ବରୁ ନିଜକୁ ଜୀବନ୍ତ ଘୋଷଣା କରିବା ପାଇଁ ପାର୍ବତୀ ତହସିଲଦାରଙ୍କ ଆଗରେ ନେହୁରା ବି ହୋଇଛି । ତେବେ ତ୍ରୁଟି ସୁଧାରିବା ପରିବର୍ତ୍ତେ ମହିଳା ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ପାଇଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା