ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ । ପୁଟିନଙ୍କ ପ୍ରାଇଭେଟ୍ ସେନା ‘ୱାଗନର’ ଗୋଷ୍ଠିର ବିଦ୍ରୋହ । ୟୁକ୍ରେନ ସେନା ସହ ମିଶି ବିଦ୍ରୋହ କଲା ‘ୱାଗନର’ ଗୋଷ୍ଠି । ରୁଷ ସେନା ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଯୋଗାଉ ନଥିବା ଅଭିଯୋଗ । ବିଦ୍ରୋହ ଧମକ ପରେ ରୁଷିଆରେ ଗୃହ ଯୁଦ୍ଧ ସ୍ଥିତି ଆଶଙ୍କା । ଏ ନେଇ ପୁଟିନ କହିଛନ୍ତି ‘ୱାଗନର’ ରୁଷର ଜନତାଙ୍କୁ ଧୋକା ଦେଇଛି । ‘ୱାଗନର’ ଆମ ପିଠିରେ ଛୁରି ଭୁଷିଥିବା କହିଛନ୍ତି । ଆମ ଜବାବ କଠୋରରୁ କଠୋର ହେବ, ଆମେ ଆନ୍ତରିକ ବିଶ୍ୱାସଘାତର ସାମନା କରୁଛୁ । ନିଜ ହିତ ପାଇଁ ଦେଶକୁ ବିଶ୍ୱାସଘାତ କରିଛି ‘ୱାଗନର’ ଗୋଷ୍ଠି । ବିଦ୍ରୋହ କରିଥିବା ଆତଙ୍କୀୟଙ୍କୁ ଦଣ୍ଡ ଦିଆଯିବ କହିଛନ୍ତି ରୁଷିଆ ରାଷ୍ଟ୍ରପତି ପୁଟିନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!