Masthead

‘ସିଏ ଡିଜି ହେବେ ଯାହାଙ୍କ ଉପରେ ରହିବ ସରକାରୀ କୃପା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପରବର୍ତି ପୁଲିସ ଡିଜି କିଏ ହେବ ସେନେଇ ସଂଶୟ ଲାଗି ରହିଛିା ବର୍ତମାନ ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବ ୩୧ ତାରିଖରେ ଶେଷ ହେଉଛିା ନିର୍ୱାଚନ ଆଉ ୫ ମାସ ବାକି ଥିବା ବେଳେ ରାଜ୍ୟ ସରକାର ପୁଲିସ ଡିଜି ପରିବର୍ତନ କରିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଛିା ତେବେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ନିକଟରେ ତିନି ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ନାଁ ୟୁପିଏସସି ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଛିା ଏଥିରେ ବରିଷ୍ଠ ଆଇପିଏସ ଅଫିସର ଓାଇବି ଖୁରାନିଆ, ଏଏମ ପ୍ରସାଦ ଏବଂ ବି ରାଧିକାଙ୍କ ନାଁ ରହିଛିା

 

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଡିଜି ପୁଲିସଙ୍କ କାର୍ଯ୍ୟକାଳ ଶେଷ ହେବାର ତିନିମାସ ପୁର୍ବରୁ ଯୋଗ୍ୟ ଅଫିସରମାନଙ୍କ ଏକ ତାଲିକା କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସିଙ୍କ ନିକଟକୁ ପଠାଇବା କଥାା ୧୯୮୭ ବ୍ୟାଚ୍ ଆଇପିଏସ ସୁନୀଲ ବଂଶଲଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଇ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଛିା ଯେଭଳି ଭାବରେ ଓଡିଆ ଆଇପିଏସ ଅଫିସର ବିକେ ଶର୍ମାଙ୍କୁ ଅପସାରଣ କରି ବଂଶଲଙ୍କୁ ଅଣାଗଲା ସେହି କଥା ରାଜ୍ୟବାସୀ ଏବେ ବି ମନେ ରଖିଛନ୍ତିା ତେବେ ଏବେ ଦେଖିବାର କଥା ଚର୍ଚ୍ଚା ହେଉଥିବା ଏହି ତିନିଜଣଙ୍କ ମଧ୍ୟରୁ ସରକାର କାହାକୁ ନିଯୁକ୍ତ ଦେଉଛନ୍ତି ନା ପୁଣି ଏବର ଡିଜିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରୁଛନ୍ତିା କାରଣ ଆଗକୁ ନି ର୍ବାଚନ ଆସୁଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା