Masthead

ବାଣୀବିହାରରେ ଗଣ୍ଡଗୋଳ ଘଟଣା, ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଣୀବିହାରରେ ଜେଏନୟୁ ତାତି । ୨ ଏବିଭିପି କର୍ମୀଙ୍କୁ ଉଠାଇ ନେଲା, ଜଣେ ଛାତ୍ରଙ୍କୁ ନିର୍ଦ୍ଧୁମ ଛେଚିଲା ପୁଲିସ୍‌ । ରବିବାର ବାଣୀବିହାରରେ ଜେଏନୟୁ ତାତି ଦେଖିବାକୁ ମିଳିଥିବା ବେଳେ ଏହାକୁ ଆୟତ୍ତକୁ ଆଣିବାକୁ ଯାଇ କମିଶନରେଟ ପୁଲିସ ଗିରଫ କରଛି । ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରକୁ ମାଡ଼ମାରି ଲୁହାଣ କରିବା ସହ ଦୁଇଜଣ ଏବିଭିପି ସଦସ୍ୟଙ୍କୁ ବି ଉଠେଇ ନେଇଛି କମିଶନରେଟ ପୁଲିସ।

ଆଚାର୍ୟ୍ୟ ବିହାର ଛକରେ ସୁବ୍ରତ ବିଶ୍ୱାଳ ନାମକ ବାଣୀବିହାର ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଛି ସହିଦ ନଗର ପୁଲିସ୍। ଏବିଭିପିର ଦୁଇ ଜଣ ସଦସ୍ୟ ମାନସ ସାହୁ ଓ ସଞ୍ଜୟ ମହାଳିକଙ୍କୁ ଗତକାଲି ବିଶ୍ଵବିଦ୍ୟାଳୟ ସେମିନାର ବେଳେ ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ଜୋରଜବରଦସ୍ତ ଉଠେଇ ନେବା ପାଇଁ ଚେଷ୍ଟା କରିଥିଲା। ଉକ୍ତ ସମୟରେ ସୁବ୍ରତ ବିଶ୍ୱାଳ ତାହାର ପ୍ରତିବାଦ କରିଥିଲେ। ସେଠି ସୁବ୍ରତଙ୍କୁ ପୁଲିସ୍ ନିର୍ଦ୍ଧୁମ୍ ପିଟିବା ସହ ଲୁହା କଣ୍ଟା ଥିବା ପାଚେରୀ ଉପରକୁ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା