Before Header

ସଡ଼କ ଦୁର୍ଘଟଣାରେ ୨ମୃତ

0 18

ନୂଆପଡ଼ା  (ବଡ଼ ଖବର ବ୍ୟୁରୋ) : ନୂଆପଡ଼ାର ବଡ଼ମହେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ଦୁଇ ମୃତକ ହେଲେ ବଡ଼ପଦର ଗାଁର ମାରୁତି ବେହେରା ଓ ଗୁଡୁ ନାଗ । ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Leave A Reply

Your email address will not be published.