Masthead

କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଛାତିଥର ଦୁର୍ଘଟଣା । ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । କାର୍‌କୁ ୨୦ ମିଟର ଘୋଷାଡ଼ି ନେଇଗଲା ହାଇୱା । ପାୱାର ହାଉସ୍ ଛକରେ ଛିଡ଼ା ହୋଇଥିବା କାର୍‌କୁ ଘୋଷାଡ଼ି ନେଇଗଲା । କାର୍‌ରେ ଚାଳକ ଥିଲେ ବି ସୌଭାଗ୍ୟବଶତଃ କିଛି କ୍ଷତି ହୋଇନି ।

ଖବର ଅନୁଯାୟୀ, ରେଡ୍ ସିଗ୍ନାଲ ଥିବାରୁ କାର୍ଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ଏହି ସମୟରେ ପଛରୁ ଆସି ଏକ ହାଇଓ୍ୱା ଟ୍ରକ ଧକ୍କା ଦେଇଥିଲା । ଏପିରିକି ୨୦ ମିଟର ଯାଏଁ କାର୍କୁ ଘୋଷାଡ଼ି ନେଇଥିଲା ହାଇଓ୍ୱା । ସୌଭାଗ୍ୟବଶତଃ କାର୍ ମାଲିକ ତଥା ଚାଳକଙ୍କୁ କୌଣସି କ୍ଷତି ହୋଇନାହିଁ । ହେଲେ କାର୍ଟି ଭାଙ୍ଗି ରୁଜି ଯାଇଛି । ରାତିସାରା ଅନିଦ୍ରା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ବାକି ଗାଡ଼ି ଚାଳକଙ୍କ କୌଣସି କ୍ଷତି ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି