Masthead

ଅଭିନବ ଉପାୟରେ ରାସ୍ତାରୋକ

ନିଶ୍ଚିତକୋଇଲି (ବଡ଼ ଖବର ବ୍ୟୁରୋ): ପକ୍କା ସଡ଼କ ଦାବିରେ ରାସ୍ତାରେ ଧାନ ରୋଇ ଅଭିନଵ ଉପାୟରେ ପ୍ରତିବାଦ କଲେ ପନ୍ଦର ବାଟିଆ ସାଧୁମୂଳ ଗ୍ରାମବାସୀ । ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରତାପ ଜେନା ଅନେକ ଗୁଡିଏ ବିଭାଗରେ ମନ୍ତ୍ରୀ ଥିଲେ ବି ଆଜି ଯାଏଁ ତାଙ୍କ ଅଞ୍ଚଳରେ ଅନେକ ଗୁଡିଏ ଗ୍ରାମରେ ପକ୍କା ରାସ୍ତା ନାହିଁ । ଏଭଳି ଏକ ଗ୍ରାମ ଭଁଉରିଆ ଗ୍ରାମପଞ୍ଚାୟତର ପନ୍ଦର ବାଟିଆ ସାଧୁମୂଳ ଯେଉଁଠି ଆଜି ମଧ୍ୟ ସାଢେ ଚାରିଶହ ଲୋକ ମାଟି ରାସ୍ତା ଯୋଗୁ ପାଣି କାଦୁଅ ରେ ଯାତାୟାତ ନିମନ୍ତେ ହନ୍ତସନ୍ତ ହେଉଛନ୍ତି ।

ସ୍ଥାନୀୟ ସରକାରୀଙ୍କ ଠୁ ଆରମ୍ଭ କରି ସରପଞ୍ଚ ଓ ବିଧାୟକ ଯାଏଁ ସମସ୍ତଙ୍କ ପାଖରେ ଅଭିଯୋଗ କରି କିଛି ସୁଫଳ ନମିଳିବାରୁ ଏନେଇ ଗଣମାଧ୍ୟମ ସାମ୍ନାରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ । ମାଟି କାଦୁଅ ରାସ୍ତାରେ ଧାନ ରୋପଣ କରି ଅଭିନଵ ଉପାୟରେ ନିଜ ଦାବି ସରକାର ଙ୍କୁ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି