Masthead

ବଡ଼ ଖବରର ବଡ଼ ପ୍ରଭାବ: ଉଦ୍ଧାର ହେଲେ ୨୩ ଦାଦନ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ଉଦ୍ଧାର ହେଲେ ୨୩ ଦାଦନ। ନୂଆପଡ଼ାର ମାକରବିରଲି ଗାଁର ବନ୍ଧକ ଥିବା ୨୩ ଦାଦନଙ୍କୁ ଉଦ୍ଧାର କଲା ତେଲେଙ୍ଗାନା ପୋଲିସ । ଦୁଇ ଦିନ ତଳେ ଏ ଖବର ବଡ଼ ଖବରରେ ପ୍ରସାରଣ ହୋଇଥିଲା । ପରେ ଏ ଘଟଣାକୁ ଟ୍ୱିଟର ଗର୍ଲ ଦୀପା ବାରିକ ଟୁଇଟ କରି ତେଲେଙ୍ଗାନା ପୋଲିସକୁ ସୂଚନା ଦେଇଥିଲେ । ତେଲେଙ୍ଗାନାର ସ୍ଥାନୀୟ ପୋଲିସ ସୂଚନା ପାଇଲା ପରେ ୧୭ ଦାଦନ ସହ ୬ ଶିଶୁଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ପେଦାପଲ୍ଲୀ ଜିଲ୍ଲାର ଏକ ଇଟାଭାଟିରେ କାମ କରୁଥିଲେ । ତେବେ ସ୍ଥାନୀୟ ପୋଲିସ ଆଜି ଭୋର ୩ ଟାରେ ସେମାନଙ୍କୁ ଟ୍ରେନ ଯୋଗେ ଓଡ଼ିଶା ପଠାଇଛନ୍ତି। ଏବେ ଦିନ ୩ ଟା ସୁଦ୍ଧା ସେମାନେ ଛତିଶଗଡ଼ ରାୟପୁରରେ ପହଞ୍ଚିଥିବା ଖବର ମିଳିଛି। ଅନେକ ଦିନ ପରେ ପରିବାରର ସଦସ୍ୟଙ୍କୁ ଭେଟିବେ । ସେଥିପାଇଁ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା