Masthead

ବିଦ୍ୟାଳୟର ତାଲାଭାଙ୍ଗି କମ୍ପ୍ୟୁଟର ଚୋରିକଲେ ଲୁଟେରା

ବ୍ରହ୍ମଗିରି (ବଡ ଖବର ବ୍ୟୁରୋ);ବିଦ୍ୟାଳୟର ତାଲାଭାଙ୍ଗି କମ୍ପ୍ୟୁଟର ଚୋରିକଲେ ଲୁଟେରା। ବ୍ରହ୍ମଗିରି ଥାନର ଦ୍ବାରସ୍ଥ ହେଲେ ବ୍ରହ୍ମଗିରି ବ୍ଲକ ଶିକ୍ଷା ଅଧିକାରୀ । ବ୍ରହ୍ମଗିରି ଅଲାରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପାଞ୍ଚଟି କମ୍ପୁଟର ଚୋରି ହୋଇଥିବା ବ୍ରହ୍ମଗିରିଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷୟତ୍ରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏତଲା ମୁତାବକ ଗତକାଲି ରାତିରେ ସ୍କୁ୍ଲ କମ୍ପ୍ୟୁଟର ରୁମର ତାଲାଭାଙ୍ଗି ୫ଟି କମ୍ପ୍ୟୁଟର ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସ୍କୁଲ କର୍ତୁପକ୍ଷ ବ୍ରହ୍ମଗିରୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ବ୍ରହ୍ମଗିରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା