Masthead

ଟାଟୁ ପାଇଁ ପାକିସ୍ତାନ ଗଲେନି ସଚିନ

ଟାଟୁ ପାଇଁ ପାକିସ୍ତାନ ଗଲେନି ସଚିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ହାତରେ ହୋଇଥିଲା ଓମ୍ ଟାଟୁ । ଯେଉଁଥିପାଇଁ ପାକିସ୍ତାନ ଯାଇପାରିଲେ ନାହିଁ ସଚିନ । ନହେଲେ ଆଜି ସୀମା ନୁହେଁ ସଚିନ ହୋଇଥାନ୍ତେ ଗଣମାଧ୍ୟମର ହେଡଲାଇନ୍ସ । ପବଜୀ ଖେଳରୁ ଆରମ୍ଭ ହୋଇଥିବା ସଚିନ ମୀନା ଓ ସୀମା ହାଇଦରଙ୍କ ପ୍ରେମ ସମ୍ପର୍କରେ ସୀମା ଏଭଳି କିଛି କହିଛନ୍ତି । ନୂଆ ନୂଆ କଥା ଏଥିରେ ସାମ୍ନାକୁ ଆସୁଛି ।

ସୀମା କହିଛନ୍ତି ଯେ, ସୀମାଙ୍କ ପାଇଁ ସଚିନ ପାକିସ୍ତାନ ଯାଇଥାନ୍ତେ । କିନ୍ତୁ ତାଙ୍କ ହାତରେ ଥିବା ଓମ ଟାଟୁ ହୋଇଥିବାରୁ ପାକିସ୍ତାନରେ ଏହାକୁ ବାରଣ କରାଯାଇଥାନ୍ତା । ଏବଂ ଏକ ମୁସଲିମ ରାଷ୍ଟ୍ରରେ ହିନ୍ଦୁ ଯୁବକଙ୍କ ପ୍ରେମ ସମ୍ପର୍କକୁ ନେଇ ଅସୁବିଧା ଉପୁଜି ପାରିଥାନ୍ତା । ଏପରିକି ସଚିନଙ୍କ ମୃତ୍ୟୁ ମଧ୍ୟ ହୋଇପାରିଥାନ୍ତା । ଯେଉଁଥି ପାଇଁ ଭାରତ ଆସିଥିଲେ ସୀମା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା