Masthead

କୁଳପତିଙ୍କୁ ବହିଷ୍କାର କର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆତ୍ମାହୁତି ଘଟଣାରେ କୁଳପତି ଙ୍କୁ ବହିଷ୍କାର ଓ ଗିରଫ ଦା ବି କରିଛନ୍ତି ଓଡିଶା କର୍ମଚାରୀ ମହାମଞ୍ଚ ର ଅଧକ୍ଷ ପ୍ରଭାତ ମହାନ୍ତି । ଏଥିସହ ସମୃକ୍ତ ଅନ୍ୟ ଅପରାଧି ଙ୍କୁ ମଧ୍ୟ ତୁରନ୍ତ ବହିଷ୍କାର କରିବା ସହ ସ୍ବର୍ଗତ ଦିନବନ୍ଧୁଙ୍କ ପରିବାର କୁ ତୁରନ୍ତ ୧୫ ଲକ୍ଷ ଟଙ୍କା ସହାୟତା ଓ ପରିବାରକୁ ଜଣଙ୍କୁ ଚାକିରି ଦିଆ ଯିବାକୁ ସେ ଦାବି କରିଛନ୍ତି । ଏହା କରା ନଗଲେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରଭାତ କହିଛନ୍ତି କହିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ କମ୍ପ୍ୟୁୁଟର ଅପରେଟର ଦିନବନ୍ଧୁ ମିଶ୍ର ନିଜ ସମସ୍ୟା ସମ୍ପର୍କରେ ଅନେକବାର କତୃପକ୍ଷଙ୍କୁ ଜଣାଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ମଙ୍ଗଳବାର କୁଳପତିଙ୍କ କକ୍ଷରେ ବୈଠକ ଚାଲିଥିବା ବେଳେସେ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲ ନେବା ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି