Masthead

ଭୁବନେଶ୍ୱର ଗାଡ଼ି, ବୌଦ୍ଧରେ ଡକାୟତି: ଶରଣକୂଳର ଶଙ୍କର ଗ୍ୟାଙ୍ଗ

ବୌଦ୍ଧ ଚାରିଛକ (ବଡ଼ ଖବର ବ୍ୟୁରୋ): ବାହାଘର କହି ଭୁବନେଶ୍ୱରରୁ ହେଲା ଗାଡ଼ି ଭଡ଼ା । ପହଞ୍ଚିଲେ ବୌଦ୍ଧରେ । ଆରମ୍ଭ କଲେ ଡକାୟତି । କିନ୍ତୁ ଧରା ପଡିଗଲେ ପୋଲିସ ହାତରେ । ଇଏ ହେଉଛି ନଗଦ ଗିରଫ ହୋଇଥିବା ନୟାଗଡ଼ ଶରଣକୂଳ ଶଙ୍କର ଗ୍ୟାଙ୍ଗଙ୍କ କଥା ।

ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସର ବଡ଼ ସଫଳତା । ପଣ୍ଡ ହେଲା ବଡ଼ ଧରଣର ଡକାୟତି ଉଦ୍ୟମ । ନୟାଗଡ଼ ଜିଲ୍ଲା ଶରଣକୂଳ ଶଙ୍କର ଗ୍ୟାଙ୍ଗର ୮ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିଭକଟରୁ ଗୋଟିଏ ପିସ୍ତଲ, ଦୁଇଟି ଖଣ୍ଡା ସହ ମୁଖା ଜବତ କରାଯାଇଛି । ବାହାଘରକୁ ଯାଉଥିବା କହି ଭୁବନେଶ୍ୱର ମିଶ୍ର ଟ୍ରାଭେଲ୍ସରୁ ଗାଡ଼ି ଆଣି ଡକାୟତ କରିବାର ଯୋଜନା କରିଥିଲେ । ତେବେ କୌଣସି ବିଶେଷ ସୂତ୍ରରୁ ପୋଲିସ କବର ପାଇବା ପରେ ଚଢ଼ାଉ କରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଧରା ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ