Masthead

ପର୍ଯ୍ୟଟକଙ୍କ ମନମୋହୁଛି ସତୀଗୁଡ଼ା

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଗୋଟିଏ ଦିନ ପରେ କ୍ୟାଲେଣ୍ଡରରୁ ବିଦାୟ ନବ ଟ୍ୱେଣ୍ଟି ଟ୍ୱେଣ୍ଟି । ପୁଣି ଲୋକେ ସ୍ଵାଗତ କରିବେ ନୂତନ ବର୍ଷକୁ । ୨୦୨୧ ମସିହାକୁ ଏହାରି ଭିତରେ ସ୍ମୃତି ରଖିବା ଲାଗି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଯାହା ଭିତରେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଜଳଭଣ୍ଡାର ଅନ୍ୟତମ । ସୁନେଲି ଆଲୁଅରେ ଝଲସୁଛି ବିଶାଳ ଜଳଭଣ୍ଡାରର ଏହି ମନୋରମ ଦୃଶ୍ୟ । ମାଲକାନଗିରି ସହର ଉପକଣ୍ଠରେ ଥିବା ସତୀଗୁଡ଼ା ଇକୋ ପାର୍କରେ ।

ଜଳଭଣ୍ଡାର ନିକଟରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ସତୀଗୁଡ଼ା ଇକୋ ପାର୍କ କିଛି ମାସ ହେବ ଶୂନଶାନ ହୋଇ ପଡିଥିବା ବେଳେ ନୂତନ ବର୍ଷ ଆସୁଥିବାରୁ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡର ପର୍ଯ୍ୟଟକଙ୍କ ସୁଅ ଛୁଟିଛି ଏଠାକୁ । କିଏ ସାଙ୍ଗ ସାଥିରେ ବଣଭୋଜି କରି ନୂଆ ବର୍ଷକୁ ସ୍ଵାଗତ କରିବା ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି 🔴 ‘କଡ଼ା ଜବାବ ଦିଆଯିବ’ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି 🔴 ‘କଡ଼ା ଜବାବ ଦିଆଯିବ’