Masthead

ଉତ୍ତର କୋରିଆରେ ଔଷଧର ଘୋର ଅଭାବ

ନୂଆଦିଲ୍ଲୀ(ବଡ଼ ଖବର): ଜାତିସଂଘର ଦୁଇଜଣ କର୍ମଚାରୀ ମାର୍ଚ୍ଚ ମାସରେ ଉତ୍ତର କୋରିଆ ଛାଡିଥିବା ଜଣାଯାଇଛି। ଉଭୟ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ କରୁଥିଲେ। ଋଷର ଦୂତ କହିଛନ୍ତି କରୋନା ଭାଇରସ୍ ସଂକ୍ରମଣ ହେତୁ ଦେଶରେ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ସଂକ୍ରମଣକୁ ରୋକିବା ବଦଳେ ଉତ୍ତର କୋରିଆ ଦାବି କରିଛି ଯେ ଏଠି ସଂକ୍ରମଣ ମାମଲା ନାହିଁ। ତେବେ କୂଟନୀତିଜ୍ଞ ତଥା ବିଦେଶୀ ନାଗରିକମାନେ କ୍ରମାଗତ ଭାବରେ ଦେଶ ଛାଡି ଚାଲିଯାଉଛନ୍ତି।

ଦୂତାବାସ କହିଛି, କୋରିଆର ରାଜଧାନୀରୁ ଯେଉଁମାନେ ଚାହିଁବେ ଫେରି ପାରିବେ। ସମସ୍ତେ ପ୍ରତିବନ୍ଧକ ସହି ପାରିବେ ନାହିଁ, ଯାହା ଅପ୍ରତ୍ୟାଶିତ ଭାବରେ ବହୁତ କଷ୍ଟକର । ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ବହୁତ ଅଭାବ ରହିଛି ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇବାରେ ମଧ୍ୟ ସମସ୍ୟା ରହିଛି । ଦୂତାବାସ ଆହୁରି ମଧ୍ୟ କହିଛି ଏବେବି ପ୍ୟୋଙ୍ଗୟାଙ୍ଗରେ ୨୯୦ ବିଦେଶୀ ନାଗରିକ ଅଛନ୍ତି।

କିଛି ଦିନ ପୂର୍ବରୁ ଦକ୍ଷିଣ କୋରିଆ ଗୁପ୍ତଚର ସେବା ଦାବି କରିଥିଲା ଯେ ଉତ୍ତର କୋରିଆ ହ୍ୟାକରମାନେ କରୋନା ଭାଇରସ ଟିକା ଏବଂ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଚୋରି କରିବାକୁ ଚେଷ୍ଟା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା