Masthead

ନୂଆଁଖାଇରୁ ବଞ୍ଚିତ ୬୦ ପରିବାର

ଗାଇସିଲେଟ (ବଡ଼ ଖବର ବ୍ୟୁରୋ): ପିଡିଏସ ଚାଉଳ ନ ମିଳିବାରୁ ୬୦ ପରିବାର ନୂଆଁଖାଇ ବାରୁ ବଞ୍ଚିତ । ଏକତା ଏବଂ ଭାଇଚାରର ପର୍ବ ନୂଆଁଖାଇ ପାଳନ ପାଇଁ ଚାରିଆଡ଼େ ଉତ୍ସବ ମୁଖର ବାତାବରଣ ରହିଛି । ତେବେ ଏହି ଗଣ ପର୍ବ ନୂଆଁଖାଇ ରୁ ୬୦ ପରିବାର ବଞ୍ଚିତ ଅଛନ୍ତି । ଏମିତି ଦୃଶ୍ୟ ସାମ୍ନା କୁ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ଗ୍ରାମରୁ ।

ଦୁଇ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ମୋଟ ୪୮୮ଟି ପରିବାର ଅଛନ୍ତି । ସେମାନଙ୍କ ମଧ୍ୟ ଅନୁସୂଚିତ ଜାତିର ଲୋକ ୧୭ ପ୍ରତିଶତ ଅଛନ୍ତି ।ତେବେ କିଛି ଦିନ ପୂର୍ବରୁ ନିଜ ପଞ୍ଚାୟତ ଅଫିସ ରେ ପିଡିଏସ ଚାଉଳ ବଣ୍ଟନ କରାଯାଇଛି ହେଲେ ଏହି ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି ପ୍ରାୟ ୬୦ ଗଣ୍ଡା ସମାଜ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା