Masthead

ସାପ ଆତଙ୍କରେ ଭୟଭୀତ ଅଂଚଳବାସୀ

ସୋର (ବଡ଼ ଖବର ବ୍ୟୁରୋ): ପୁଣି ସାପ ଆତଙ୍କ ୨୪ ଘଣ୍ଟାରେ ୨୦ ରୁ ଉର୍ଦ୍ବ ପୁରୁଷ ଓ ମହିଳାଙ୍କୁ ଦଂଶିଲା ସାପ । ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଅଂଚଳରେ ସାପର ଆତଙ୍କ ଦେଖା ଦେଇଛି। ଏଥିପାଇଁ ଲୋକେ ଭୟଭୀତ ମଧ୍ୟ ଅଛନ୍ତି। ଗତ କିଛିଦିନ ତଳେ ଏହି ପରି ସାପ ଆତଙ୍କ ଦେଖାଯାଇଥିଲା। ସେତେବେଳେ ଦୁଇ ଦିନରେ ଉଭୟ ପୁରୁଷ ଓ ମହିଳା ୨୦ ଜଣରୁ ଉର୍ଦ୍ବ ସାପ ଦଂଶନର ଶିକାର ହୋଇ ସୋର ଡାକ୍ତରଖାନାରେ ରକ୍ତ ନମୁନା ଦେଇଥିବା ଜଣାପଡିଛି। ସୋରର ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ଲୋକ ସାପ ଦଂଶନ ପାଇଁ ଡାକ୍ତରଖାନାକୁ ଆସି ରକ୍ତ ନମୁନା ଦେଇଛନ୍ତି । ଏହାଛଡା ସାପ ଦଂଶନରେ ଗତ ଏକ ମାସ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଦଂଶନର ଶିକାର ହୋଇଛନ୍ତି। ତେଣୁ ସୋର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ