Masthead

ଆବାସ ଦୁର୍ନୀତି ପାଇଁ ବ୍ଲକ ଆଗରେ ଆମରଣ ଅନଶନ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଆବାସ ଦୁର୍ନୀତି ପାଇଁ ବ୍ଲକ ଆଗରେ ଆମରଣ ଅନଶନ । ସେପଟେ ସରପଂଚଙ୍କ ଅଭିଯୋଗ ଅନଶନକାରୀ ହାତେଇଛନ୍ତି ଏକ ରୁ ଅଧିକ ଘର । ଟଙ୍କା ବିଭାଗୀୟ ଅଧିକାରୀ ଅଯୋଗ୍ୟ ମାନଙ୍କୁ ଆବାସ ଗୃହ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଚାନ୍ଦବାଲି ବ୍ଲକ ଆଗରେ ବଜରାପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆମରଣ ଅନଶନ ଦେଖିବାକୁ ମିଳିଛି । କଂଗ୍ରେସ ନେତା ଦିଗମ୍ବର ଦାସ ଏବଂ ଅମିୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନଶନକାରୀ ମାନଙ୍କ ପାଖରେ ପହଞ୍ଚି ଘଟଣାର ତଦନ୍ତ କରିବା ପାଇଁ ବିଡିଓଙ୍କୁ ଅବଗତ କରାଇବା ସହିତ ଅନଶନକାରୀଙ୍କୁ ସମର୍ଥନ ଜଣାଇଥିଲେ।

ଏହି ଘଟଣାର ବଜରାପୁର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ସରକାର ଆବାସ ଗୃହ ଆସୁଥିବା ବେଳେ କିଛି ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେବା ପାଇଁ ଚେଷ୍ଟା କରିଛନ୍ତି ଏହାର ପ୍ରତିବାଦ କରିବାରୁ କିଛି କୁଚକ୍ରି ଆମରଣ ଅନଶନ କରୁଛନ୍ତି । ଚାନ୍ଦବାଲି ବିଡ଼ିଓ ଅନଶନ କାରି ମାନଙ୍କ ପାଖରେ ପହଞ୍ଚି ୧୫ଦିନ ଭିତରେ ଏହାର ତଦନ୍ତ କରି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଅନଶନକାରୀ ଅନଶନରୁ ଓହରିଥିଲେ । ବଜରାପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାହୁଲ ସାହୁ ଏହି ଘଟଣାର ତଦନ୍ତ ପାଇଁ ଚାନ୍ଦବାଲି ବିଡ଼ିଓଙ୍କୁ ସୁପାରିଶ କରିଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା