Masthead

ବଢୁଛି ସୁବର୍ଣ୍ଣରେଖା , କମୁଛି ଜଳକା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ସୁବର୍ଣ୍ଣରେଖା , କମୁଛି ଜଳକା । ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ଅଧିକ ହୋଇଛି । ପୁଣି ସୁବର୍ଣ୍ଣରେଖା ବଢୁଥିବା ବେଳେ ଜଳକା ଧୀରେ ଧୀରେ କମୁଛି । ଜଳେଶ୍ୱର ରାଜଘାଟ ଠାରେ ସୁବର୍ଣ୍ଣରେଖାର ସତର୍କ ସଂକେତ ୯.୪୫ ମିଟର ଥିବାବେଳେ ଆଜି ସକାଳ ୮ଟା ସୁଦ୍ଧା ୮.୭୫ ମିଟରକୁ ବୃଦ୍ଧି ପାଇଛି ।

ସେପଟେ ଜଳକା ବସ୍ତା ମଥାନି ଠାରେ ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ପୂର୍ବ ଅପେକ୍ଷା ଆଜି ତାହା ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଛି । ତେବେ ବାରମ୍ବାର ସୁବର୍ଣ୍ଣରେଖା ଓ ଜଳକା ନଦୀ ଫୁଲିବା ଦ୍ୱାରା ଜଳେଶ୍ୱର ,ଭୋଗରାଇ, ବାଳିଆପାଳ ଓ ବସ୍ତା ବ୍ଲକର କିଛି ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି । ଏଭଳି ସ୍ଥିତିକୁ ଆଖି ଆଗରେ ରଖି ସୁବର୍ଣ୍ଣରେଖାର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳେଶ୍ୱର ଏବଂ ବାଳିଆପାଳ ବ୍ଲକରେ ଦୁଇ ପ୍ଲାଟୁନ ଏନଡିଆରଏଫ ଟିମ କୁ ଆଗୁଆ ମୁତୟନ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ