Masthead

ଶୁଭ୍ରାଂଶୁ ସେନାପତିଙ୍କ ଦ୍ୱିଶତକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦ୍ୱିଶତକ ହାସଲ କଲେ ଶୁଭ୍ରାଂଶୁ ସେନାପତି । ଇନେ୍ଦାରରେ ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ମୁକାବିଲାରେ କ୍ୟାରିୟରର ପ୍ରଥମ ରଣଜୀ ଦ୍ୱିଶତକ ହାସଲ କରିଛନ୍ତି ଶୁଭ୍ରାଂଶୁ ।

ଶୁଭ୍ରାଂଶୁଙ୍କ ଚମକ୍ରାର ବ୍ୟାଟିଂ ବଳରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସରାଣ ବେଳକୁ ଓଡ଼ିଶା ୮ ୱିକେଟ ହରାଇ ୪୯୩ ରନ୍ ସଂଗ୍ରହ କରିଛି । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଏହାସହ ରଣଜୀ ପଦାର୍ପଣରେ ହର୍ଷିତ ରାଠୋଡ଼ ୬୦ ରନ୍ କରି ଅପରାଜିତ ଅଛନ୍ତି ।

ଉଭୟଙ୍କ ମଧ୍ୟରେ ନବମ ୱିକେଟ ପାଇଁ ୨୩୪ ରନ୍ ପାର୍ଟନରସିପ ହୋଇସାରିଛି । ପୂର୍ବରୁ ଗତକାଲି ୱିକେଟକିପର ବ୍ୟାଟ୍ସମ୍ୟାନ ରାଜେଶ ଧୁପର ୫୧ ରନ ଇନିଂସ ଖେଳିଥିଲେ ।

ଓଡ଼ିଶା ତାହାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଏହି ମ୍ୟାଚରେ ବିଜୟର ଆଶା ରଖିଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦୀନେଶ ମୋଙ୍ଗିଆଙ୍କ କୋଚିଂରେ ଦଳ ଆଖିଦୃଶିଆ ସଫଳତା ହାସଲ ଲକ୍ଷ୍ୟ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ