Masthead

ଏସଏସଏଲଭି-ଡି୨ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା(ବଡ଼ ଖବର ବ୍ୟୁରୋ): ଲଞ୍ଚ ହେଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ସ୍ମଲ ସାଟେଲାଇଟ ଏସଏସଏଲଭି-ଡି୨ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଜି ସବୁଠାରୁ ଛୋଟ ଉପଗ୍ରହ ଏସଏସଏଲଭି-ଡି୨ ଲଞ୍ଚର ଉତକ୍ଷେପଣ କରିଛି । ସକାଳ ୯.୧୮ରେ ଏହି ଏସଏସଏଲଭି-ଡି୨ ଯାନ ବ୍ୟବହାର କରି ୩ଟି ଉପଗ୍ରହ ପଠାଯିବ ।

ଇଓଏସ-୦୭,ଜାନୁସ୍-୧ ଏବଂ ଆଜାଦି ସାଟ -୨ ଉପଗ୍ରହକୁ ସତୀଶ ଅନ୍ତରୀକ୍ଷ କେନ୍ଦ୍ରରୁ ୪୫୦ କିଲୋମିଟର ବୃତ୍ତାକାର କକ୍ଷପଥରେ ପଠାଇବା ଇସ୍ରୋ ଏସଏସଏଲଭି ‘ଲଞ୍ଚ ଅନ୍ ଡିମାଣ୍ଡ’ ଆଧାରରେ ଏହା ପୃଥିବୀର ୫୦୦ କିଲୋମିଟର ଯାଏଁ ଘୁରି ସାଟେଲାଇଟକୁ  ଅବସ୍ଥାପିତ କରିପାରିବ । କମ୍ ସମୟ ମଧ୍ୟରେ ପୃଥିବୀର କକ୍ଷ ପକ୍ଷରେ ଏକାଧିକ ଉପଗ୍ରହଙ୍କୁ ଅବସ୍ଥାପିୀତ କରିବାର ସାମର୍ଥ୍ୟ ରେ ଏହି ଲଞ୍ଚର । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି