Before Header

ବେଦାନ୍ତ ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

0 51

ପୁରୀ(ବଡ଼ ଖବର ବ୍ୟୁରୋ): ବେଦାନ୍ତ ଜମି ଅଧିଗ୍ରହଣ ବେଆଇନ । ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା ପ୍ରସଙ୍ଗ । ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ । ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ କହିଲେ ସୁପ୍ରିମକୋର୍ଟ । ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ସନା କଲେ । ଜମିହରା ଚାଷୀଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଆଦିତ୍ୟ ଦାସଙ୍କ ସୂଚନା । ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ରେ ବେଆଇନ କହିଥିଲେ ହାଇକୋର୍ଟ । ହାଇକୋର୍ଟ ବେଆଇନ କହିବା ସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ । ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ବେଦାନ୍ତ, ରାଜ୍ୟସରକାର ।

Leave A Reply

Your email address will not be published.