Masthead

ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ: ସୁରେଶ ପୂଜାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ବ୍ରଜରାଜନଗର ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ । କହିଛନ୍ତି ଜଣେ ପୂର୍ବତନ ସାଂସଦ ପୂର୍ବତନ ରାଜ୍ୟ ସଭାପତି ଏବଂ ବିଧାୟକ ହିସାବରେ ମୁଁ ମୋଦିଙ୍କ ଶପଥ ଗ୍ରହଣକୁ ଯାଇଥିଲି । ଏହାକୁ ନେଇ ଗଣମାଧ୍ୟମର ଚର୍ଚ୍ଚା ନିରାଧାର । ଚର୍ଚ୍ଚା କେନ୍ଦ୍ର ନେତୃତ୍ୱ କରିବେ ଏବଂ ନିଷ୍ପତ୍ତି ମଧ୍ୟ ନେବେ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ତାହା ହିଁ ମାପ ଦଣ୍ଡ ।

ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶା ଅସ୍ମିତା, ସଂସ୍କୃତି ଓ ଭାଷାକୁ ବିଶ୍ବ ଦରବାରରେ ପହଞ୍ଚାଇ ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବେ । ଅତୀତ ସରକାର ଭଳିଆ ଅଣଓଡ଼ିଆ ପ୍ରଶାସନ ହାତରେ ବିଜେପି ଶାସନ ଡୋରି କେବେ ଦେବ ନାହିଁ । ବିଜେପିରେ ନେତୃତ୍ୱର ଅଭାବ ନାହିଁ । ଦଳ ଯାହା ଆଗରୁ ଦାୟିତ୍ଵ ଦେଇଛି ସଠିକ୍ ଭାବରେ ତୁଲାଇଛି, ଆଗକୁ ବି ଯାହା ଦେବ ସୁଚାରୁ ରୂପେ ତୁଲାଇବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି