Masthead

ଅମୃତପାଲ ସିଂ ଚାଚାଙ୍କ ସରେଣ୍ଡର, ଏବେ ବି ଅମୃତପାଲଙ୍କୁ ଖୋଜୁଛି ପୋଲିସ

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ଏବେ ବି ଖୋଜୁଛି ପୋଲିସ ।ଏହ ପର୍ଯ୍ୟନ୍ତ ୧୧୨ଜଣଙ୍କୁ ଗିରଫ କରାଯାଇଥିବାବେଳ ପଞ୍ଜାବରେ ହାଇ ଆର୍ଲଟ ଜାରି କରାଯାଇଛି । ଏବେ ଏହାରି ମଧ୍ୟରେ ଅମୃତପାଲଙ୍କ ଚାଚା ହରଜିତ ସିଂ ଓ ଡ୍ରାଇଭର ହରପ୍ରିତ ସିଂ ପୋଲିସ ନିକଟରେ ସରେଣ୍ଡର କରିଛନ୍ତି । ସେପଟେ ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଧରିବାକୁ ରବିବାର ଲଗାତାର ଦ୍ୱିତୀୟ ଦିନ ସର୍ଚ୍ଚ ଅପରେଶନ ଜାରି ରଖିଥିଲା ।

ଏହାରି ମଧ୍ୟରେ ପଞ୍ଜାବ ସରକାର ରାଜ୍ୟରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଥିଲେ । ଏହାସହ ପୋଲିସ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲା କି ଏହି ସମୟରେ ଭୁଲ ଖବର ନ ଶୁଣିବା ଓ ଏହାକୁ ପ୍ରଚାର ପ୍ରସାର କରିବାଠାରୁ ଦୂରେଇ ରୁହନ୍ତୁ ।ପଞ୍ଜାବ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଦେଖି ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ସବୁଠାରୁ ଅଧିକ ଉତ୍ତେଜନା ଅମୃତପାଲଙ୍କ ଗାଁ ଜଲ୍ଲୁପୁର ଖେଡାରେ ଦେଖାଯାଇଛି । ସେଠାରେ ବହୁ ସଂଖାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି