Masthead

ପ୍ରଶାସନ ସାଉଁଟୁଛି ପ୍ରଶଂସା

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ସ୍ଥିତ ୪ ନମ୍ବର ୱାର୍ଡ଼ରେ ଗଢି ଉଠିଥିବା ଚୌଦ୍ୱାର ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନକୁ ନେଇ ଉପୁଜିଥିବା ବିବାଦ ବଡ଼ ଖବରରେ ପ୍ରସାରଣ ହୋଇଥିଲା । ପରେ ପ୍ରଶାସନର ଚୈତନ୍ୟ ଉଦୟ ହୋଇଥିଲା । ବାଧ୍ୟ ହୋଇ ପ୍ରଶାସନ ବଦଳାଇଛି ନାମଫଳକ । ଫଳକରେ କପାଳେଶ୍ୱର ବଦଳାଯାଇ ଚୌଦ୍ୱାର ଲେଖାଯିବାରୁ ଉତ୍ତ୍ୟକ୍ତ ଲୋକମାନେ ଶାନ୍ତ ପଡିଛନ୍ତି । ମନ୍ତ୍ରୀ ଆସିବା ପୂର୍ବରୁ ଫଳକର ନାମ ପରିବର୍ତ୍ତନ କରି ପ୍ରଶାସନ ସାଉଁଟୁଛି ପ୍ରଶଂସା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ