Masthead

ବର ଗୁଟୁଖା ଚୋବାଉଥିବା ଦେଖି କନିଆଁ ବାହାଘର ଭାଙ୍ଗିଦେଲା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ପାନ-ମସଲା ଖାଇବା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ବିବାହ ପାଇଁ ମଧ୍ୟ କ୍ଷତିକାରକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ । ବିବାହ କାର୍ଯ୍ୟକ୍ରମ ୫ ଜୁନରେ ଥିଲା । ବର ବି କନିଆଁ ଘରକୁ ରୋଷଣି କରି ପହଞ୍ଚି ସାରିଥିଲା । ଠିକ ଏତିକି ବେଳେ କନିଆଁ ଦେଖିଲେ ଯେ, ତାଙ୍କର ହେବାକୁ ଥିବା ବର ମଦ୍ୟ ପାନ କରି, ଗୁଟଖା ଚୋବାଉଛି । ଏହା ଦେଖି କନିଆଁ ଜଣକ ବିବାହ କରିବାକୁ ମନା କରି ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ପୋଲିସ ପହଞ୍ଚିଥିଲା । ସ୍ଥାନୀୟ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଶୈଳେନ୍ଦ୍ର ସିଂ କହିଛନ୍ତିି, ମିସୁରୁଲି ଗାଁରେ ଜଣେ ଝିଅର ବିବାହ କେଜୁଣୀ ଗାଁର ଜଣେ ଯୁବକଙ୍କ ସହ ହେବାକୁ ସ୍ଥିର ହୋଇଥିଲା । ବରର ଗୁଟଖା ଓ ମଦ ପିଆକୁ ଦେଖି ଝିଅ ଜଣକ ବିବାହ କରିବାକୁ ମନା କରି ଦେଇଥିଲେ । ବିବାହ ରଦ୍ଦ ହେବା ପରେ ଉଭୟ ପରିବାର ମଧ୍ୟ ପରସ୍ପରକୁ ଦେଇଥିବା ଉପହାର ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା!