Masthead

ଡ୍ରେନ ଉପରେ ୫ବସ୍ତା ଲୁଣ ରଖି ୫ହଜାର ଟଙ୍କା ଜୋରିମନା ଦେଲେ ବ୍ୟବସାୟୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଡ୍ରେନ ଉପରେ ଲୁଣ ବସ୍ତା ରଖି ହରଡ଼ ଘଣାରେ ଦୋକାନୀ। ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଵଜାରରେ ଦେଖିବାକୁ ମିଳିଛି। ଚାନ୍ଦବାଲି ଏନ୍.ଏ.ସି. ସ୍ଥିତ ବାଲିଗାଁ ପାଟୁଳିର ତପନ ସାହୁ ନାମକ ଜଣେ ବ୍ୟବସାୟୀ ଭଦ୍ରକ- ଚାନ୍ଦବାଲି ମୁଖ୍ୟ ରାସ୍ତାର ଚାନ୍ଦବାଲି ମୁଖ୍ୟ ଵଜାରରେ ଦୋକାନକୁ ଲାଗି ଡ୍ରେନ ଉପରେ ଥିବା ଲୁଣ ୫ ବସ୍ତା ରଖିଥିଲେ । ଏହି ଘଟଣାରେ ଦୋକାନୀକୁ ନେଇ ତଣ୍ଡ ଗଣିବା ଚାନ୍ଦବାଲିରେ ଚର୍ଚ୍ଚା ହୋଇଛି। ବ୍ୟବସାୟୀଙ୍କୁ ଅର୍ଥ ଜୋରିମାନା ପାଇଁ ଏନ୍. ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ୫ ଵସ୍ତା ଲୁଣ ପାଇଁ ୫ ହଜାର ଟଙ୍କାର ଫାଇନ କାଟିଥିଲେ। ପରେ ବ୍ୟବସାୟୀ ୩ ହଜାର ଟଙ୍କାର ଅର୍ଥ ଦଣ୍ଡ ଦେଇଥିଲେ।

ଅଭିଯୋଗ ଅନୁଯାୟୀ ବ୍ୟବସାୟୀ ଜଣକ କହିଛନ୍ତି ଦୋକାନକୁ ଲାଗି ଯେଉଁ ଡ୍ରେନ ରହିଛି ଏମିତି ଅନେକ ବ୍ୟବସାୟୀ ପ୍ରତିଷ୍ଠାନ ରହିଛି। ଏମିତି ଦୋକାନକୁ ମଧ୍ୟ ଫାଇନ୍ କଟା ଯିଵା ଆବଶ୍ୟକତା ରହିଛି। ନିୟମ ସମସ୍ତଙ୍କ ପାଇଁ ସବୁକିଛି ସମାନ ହେବା ଦରକାର। ଦୋକାନ ବନ୍ଦ ପରେ ରାତିରେ ଲୁଣ ବସ୍ତାକୁ ଟ୍ରକ୍ ଅନ୍ ଲୋଡିଂ କରି ରଖି ଦେଇଥିଲେ। ସକାଳ ସମୟରେ ଲୁଣ ବସ୍ତାକୁ ଏନ୍. ଏ. ସି. ଅଧିକାରୀ ୫ ଵସ୍ତା ଲୁଣକୁ ନେଇ ଫାଇନ୍ କାଟି ଥିଲେ। ଅନ୍ୟ ପକ୍ଷରେ ଚାନ୍ଦବାଲି ଏନ୍ ଏ ସି ଅଧିକାରୀ କହିଛନ୍ତି ଏମିତି ଅର୍ଥ ଦଣ୍ଡ କେବଳ ଅମାନିଆ ବ୍ୟବସାୟୀ ମାନଙ୍କ ପାଇଁ। ପୂର୍ବରୁ ଅନେକ ଥର କେତେକ ବ୍ୟବସାୟୀ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ନେଇ ଫାଇନ୍ କଟା ଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ