Masthead

ରାସ୍ତାରେ ଜଳିଲା ଶବ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ରାସ୍ତାରେ ଜଳିଲା ଶବ । ମଶାଣିରେ ଶବ ଦାହ ପାଇଁ ଯାଗା ମିଳିଲା ନାହିଁ । ଫଳରେ ସମ୍ପର୍କୀୟମାନେ ରାସ୍ତାରେ ଶବ ଦାହ କରିଛନ୍ତି । ଏଭଳି ଦୃଶ୍ୟ ସମ୍ବଲପୁର ଅଇଠାପାଲି ଅଞ୍ଚଳରେ ଘଟିଛି । ଅଇଁଠାପାଲି ଥାନା ଅଂଚଳର ଜଣେ ଲୋକଙ୍କର ମୃତ୍ୟ ହୋଇଥିଲା । ପରିବାର ଲୋକେ ଶବକୁ ସ୍ଥାନୀୟ ଶ୍ମଶାନକୁ ନେବା ବେଳେ ସମ୍ବଲପୁର ମହାନଗର ନିଗମର ଜଣେ ଅଧିକାରୀ ବାରଣ କରିଥିଲେ ।

କୋଭିଡ ସଂକ୍ରିତ ରୋଗୀଙ୍କ ମୃତ୍ୟୁ ହେଲେ ସେହି ଶ୍ମଶାନରେ ଶବ ଦାହ କରାଯାଉଛି ବୋଲି ଅଧିକାରୀ ଜଣକ କହିଥିଲେ । ସେଠାରେ ସାଧାରଣ ଲୋକଙ୍କ ଶବଦାହକୁ ଅନୁମତି ଦିଆଯିବ ନାହିଁ ବୋଲି ଅଧିକାରୀ ଜଣକ କହିବା ପରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଶେଷରେ ପରିବାର ଲୋକେ ଶବକୁ ଜାଗା ରାସ୍ତା ଉପରେ ଦାହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି