Masthead

ଖୋଲିଲା ପ୍ରଥମ ‘ହ୍ୟୁମାନ୍ ମିଲ୍କ ବ୍ୟାଙ୍କ୍’

ଗୁଆହାଟିରେ ଦେଶର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ ଖୋଲିଛି । ଉତ୍ତର-ପୂର୍ବ ଭାରତ ସତ୍ରିବାରି ଖ୍ରୀଷ୍ଟିଆନ ହସ୍ପିଟାଲ ଦେଶର ପ୍ରଥମ ‘ହ୍ୟୁମାନ୍ ମିଲ୍କ ବ୍ୟାଙ୍କ୍’ ପ୍ରତିଷ୍ଠା କରାଯାଇଛି । ଶିଶୁ ଏବଂ ନବଜାତକ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଦେବଜିତ୍ ଶର୍ମା କହିଛନ୍ତି, ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ସର୍ବୋତ୍ତମ ଏବଂ ଅନ୍ୟ କୌଣସି କ୍ଷୀର ଏହାକୁ ବଦଳାଇ ପାରିବ ନାହିଁ । ଏହା ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିଥାଏ । ସେ ଆହୁରି କହିଛନ୍ତି, ନବଜାତ ଶିଶୁଙ୍କ ପାଇଁ ସ୍ତନ୍ୟପାନ ହେଉଛି ସର୍ବୋତ୍ତମ ଖାଦ୍ୟ । ଏହା ୫ ବର୍ଷରୁ କମ୍ ନବଜାତକ ମୃତ୍ୟୁ ଏବଂ ମୃତ୍ୟୁହାରକୁ ହ୍ରାସ କରିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା