Masthead

ମହାରାଷ୍ଟ୍ର ସରକାର ଇତିହାସର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ବିଜେପି ମଧ୍ୟ କାଉଣ୍ଟର କରୁଥିବାର ଦେଖିବାକୁ ମିଳିଛି । ସେପଟେ ଗୁଜୁରାଟ ଡ୍ରଗ୍ସ ମାମଲାର କଚ୍ଚା ଚିଠା ଉଦ୍ଧବ ଠାକରେ ମାଗିଲା ବେଳେ ବିଜେପି ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଏନେଇ ଶିବସେନାଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହିଁ । ତେବେ ଉଦ୍ଧବ ଠାକରେଙ୍କ ନେତୃତ୍ୱ ସରକାର ଇତିହାସର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର । କାହିଁକିନା କିଛିିଦିନ ପୂର୍ବରୁ ହୋଇଥିବା ଇନକମଟେକ୍ସ ରେଡ ସବୁ ପ୍ରମାଣିତ କରିଦେଇଛି ।

କେବଳ ଏତିକି ନୁହେଁ ବରଂ ଠାକରେ ଆରୋପ ଲଗାଇଥିବା ଏଜେନ୍ସିର ଅପବ୍ୟବହାର କଥାର ମଧ୍ୟ ଜବାବ ରଖିଛନ୍ତି ଦେବେନ୍ଦ୍ର ଫଡନାଭିସ । ଯଦି ଆମେ ଏଜେନ୍ସିର ଅପବ୍ୟବହାର କରିଥାଉ । ତହାଲେ ମହାରାଷ୍ଟ୍ର ସରକାରଙ୍କ ଅଧା କ୍ୟାବିନେଟ ଜେଲରେ ରହିଥାନ୍ତା । ଆମେ କେବେ ବି ମହାରାଷ୍ଟ୍ରକୁ ପଶ୍ଚିମବଙ୍ଗ ହେବା ପାଇଁ ଦେବୁ ନାହିଁ ବୋଲି ମୁମ୍ବାଇର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା