Masthead

 ଆଫଗାନିସ୍ତାନର ମେୟର, କହିଲେ ତାଲିବାନ ଅତ୍ୟାଚାରର କାହାଣୀ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ଲଗାତାର ଭାବେ ମହିଳାଙ୍କୁ ଅତ୍ୟାଚାରର ଖବର ଆସୁଛି। ସରକାରୀ ମହିଳା କର୍ମଚାରୀଙ୍କୁ ଆତଙ୍କବାଦୀ ସଂଗଠନ ତାଳିବାନର ଧମକ । ଅଫିସ ନଯାଇ ଘରେ ରୁହ । ସେପଟେ ତାଲିବାନର ପ୍ରଥମ ମହିଳା ମେୟର ଜାରିଫା ଗରିଫା ପୁଣି ଥରେ ତାଲିବାନକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ସେ ତାଲିବାନ ବର୍ବରତା ବିଶ୍ୱ ସମୁଦାୟକୁ ଜଣଇଛନ୍ତି । ଏହା ସହ ସେ କଡ଼ା ଭାଷାରେ କହିଛନ୍ତି, ଆଫଗାନିସ୍ତାନ ଆମର ଥିଲା, ରହିବ । ଏହାକୁ କେହି ଅଧିକାର କରିପାରିବେ ନାହିଁ । ସେ କହିଛନ୍ତି ଆଫଗାନିସ୍ତାନରେ ତାଲିବାର ପ୍ରକୃତ ଚରିତ୍ର ଦୁନିଆ ଜାଣିବା ଦରକାର । ଆଫଗାନିସ୍ତାନବାସୀଙ୍କ ଉପରେ କେଉଁଭଳି ଅତ୍ୟାଚାର ହେଉଛି ତାହାର ସତ୍ୟତା ସେ ବିଶ୍ୱ ଆଗରେ ରଖିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା