ଆସୁଛି ନୂଆ ଫିଲ୍ମ କ୍ରିଶ୍-୪

ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ନିର୍ଦ୍ଦେଶକ ରାକେଶ ରୋଶନ ନୂଆ ଭେଟି ଦେବାକୁ ଯାଉଛନ୍ତି । ସେଥିପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି ।ତାହା ହେଲା ତାଙ୍କର ନୂଆ ଫିଲ୍ମ କ୍ରିଶ୍-୪ । ପ୍ରକାଶ ଯେ ‘କ୍ରିଶ ୪’ରେ ଅଭିନେତା ହ୍ରିତିକ ରୋଶନଙ୍କୁ ଗୋଟିଏ କିମ୍ବା ଦୁଇଟି ଚରିତ୍ରରେ ନୁହେଁ ବରଂ ଚାରୋଟି ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରାକେଶ କରିବେ ଜଣେ ନୂଆ ହିରୋଇନକୁ ଲଞ୍ଚ। ଏହି ଫିଲ୍ମରେ ରାକେଶ ହ୍ରିତିକ ରୋଶନଙ୍କୁ ହିରୋ ଏବଂ ଭିଲେନ କରିବା ପାଇଁ ମନସ୍ଥ କରିଛନ୍ତି ।

ହ୍ରିତିକ ରୋଶନଙ୍କୁ ଏକ ଫିଲ୍ମରେ ପୁରା ଚାରୋଟି ଚରିତ୍ରରେ ଦେଖିବାକୁ ମିଳିବ । ଏହି ଚାରୋଟି ଚରିତ୍ର ଏବଂ କାହାଣୀ ଭିନ୍ନ ରହିବ । ଫିଲ୍ମଟି ବହୁତ ବଡ ବଜେଟ୍ର ହେବାକୁ ଯାଉଛି । ପ୍ରକାଶ ଯେ ରାକେଶ ଯୁବ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ କ୍ରିଶ ୪ ର ମୁଖ୍ୟ ଅଭିନେତ୍ରୀ ପାଇଁ ଚୟନ କରୁଛନ୍ତି । ରାକେଶ ରୋଶନ ଫିଲ୍ମରେ ଜଣେ ସୁପରହିଟ୍ ମହିଳାଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି । ହୁଏତ ସେ ସୁପରହିଟ୍ କିଆରା ଆଡଭାନୀ ହୋଇପାରନ୍ତି । କିଆରାଙ୍କ ସହ ହ୍ରିତିକ ଙ୍କ ଯୋଡ଼ି ରୋମାଣ୍ଟିକ ହେବ। ଏହି ସବୁ ବିଷୟରେ ରାକେଶ ରୋଶନ ଚୁପ୍ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ