Masthead

କୋଭିଡ଼ ହସ୍ପିଟାଲରେ ଅବ୍ୟବସ୍ଥା, ଉଲଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି ରୋଗୀ

ବାରିପଦା(ବଡ଼ ଖବର ବ୍ୟୁରୋ): କୋଭିଡ଼ ହସ୍ପିଟାଲରେ ଅବ୍ୟବସ୍ଥା । ମୟୂରଭଞ୍ଜ ଜିଲ୍ଲା ବାରପଦା ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଉଲଗ୍ନ ଅବସ୍ଥାରେ ପଡିରହିଛନ୍ତି ରୋଗୀ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ରୋଗୀଙ୍କ ଚିକିତ୍ସାରେ କରାଯାଉଛି ଅଭାବ । ଚିକିତ୍ସା ଅଭାବରୁ ପାଇଖାନା, ରୋଷେଇ ଘର, ବାରଣ୍ଡାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରୋଗୀ । ତେବେ କତ୍ତୃପକ୍ଷ ସବୁ ଦେଖୁଛନ୍ତି ହେଲେ କାର୍ଯ୍ୟ ଶୂନ ।

ଏପରି ଚିତ୍ର ସରକାରଙ୍କ କୋଭିଡ ପରିଚାଳନାକୁ ପରିହାସ ସଦୃଶ । କରୋନା ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଲା ପରେ ବି ଜିଲ୍ଲାପାଳ ଚୁପ୍ ରହିଛନ୍ତି । ତେବେ କୋଭିଡ଼ ପରିଚାଳନା ସଠିକ ହେଉଥିବା କୁହାଯାଉଥିବା ବେଳେ ଏପରି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ଆଉ ଯଦି ପରିଚାଳନା ଠିକ ଚାଲୁଛି ଏପରି ଦୃଶ୍ୟ କିପରି ଆସିଲା ତାହା ଏକ ବଡ଼ ପ୍ରଶ୍ନ । ଏଭଳି ଦୃଶ୍ୟ ଭାଇରାଲ ହେବା ପରେ ଜନ ସାଧାରଣରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା