Masthead

ରିଲିଜ ହେଲା ‘କଙ୍ଗୁଭା’ର ପୋଷ୍ଟର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଦକ୍ଷିଣର ସବୁଠାରୁ ବଡ ତାରକା ସୂର୍ଯ୍ୟ ବର୍ତ୍ତମାନ ନିଜ ଦମଦାର ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଫିଲ୍ମଟି ପ୍ରାୟ ୧୦ଟି ଭାଷାରେ ରିଲିଜ ହେବ । ଚଳଚ୍ଚିତ୍ର ‘କଙ୍ଗୁଭା’ର ପୋଷ୍ଟର କିଛି ସମୟ ପୁର୍ବରୁ ଆସିଥିଲା । ପୋଷ୍ଟର ଦେଖି ସିନେମା ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସୂର୍ଯ୍ୟଙ୍କ ଜନ୍ମଦିନରେ ଦର୍ଶକଙ୍କୁ ଏକ ବଡ ଉପହାର ଦେଇ ନିର୍ମାତାମାନେ ‘କଙ୍ଗୁଭା’ର ଝଲକ ସେୟାର କରିଛନ୍ତି ।

ବିଗତ କିଛି ବର୍ଷ ଧରି,ଭାରି ଭିଏଫଏକ୍ସ ସହିତ ବହୁ ପରିମାନରେ ନିର୍ମିତ ଅନେକ ଏପିକ ଡ୍ରାମା ଚଳଚିତ୍ର ଆସିଛି । ମାତ୍ର ସୁପରଷ୍ଟାର ସୂର୍ଯ୍ୟଙ୍କ ଏହି ଫିଲ୍ମଟି କିଛି ନୂଆ ଝଲକ ନେଇ ଆସିବ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି । ତେବେ ସାଉଥ୍ ଷ୍ଟାରଙ୍କ ଏହି ଫିଲ୍ମଟି ଦର୍ଶକ ମାନଙ୍କୁ କେତେ ପସନ୍ଦ ଆସିବ ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ