Masthead

ଭତ୍ତା ପାଇଁ ଅଫିସରଙ୍କୁ ଗୁହାରି କରୁଛନ୍ତି ଜନପ୍ରତିନିଧି

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଘର ଠାରୁ ୧୦ କିଲୋମିଟର ଦୂରରେ ଦିଆଯାଉଛି ଭତ୍ତା । ୫୦୦ ଟଙ୍କା ଭତ୍ତା ପାଇଁ ଯିବା ଆସିବାରେ ଖର୍ଚ୍ଚ ହେଉଛି ୩୦୦ ଟଙ୍କା । ଭତ୍ତା ଦିଆଯାଉଥିବା ସ୍ଥାନରେ ପରିବର୍ତ୍ତନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ । ତେବେ ଭଦ୍ରକ ଜିଲ୍ଲା କୋରକୋରା ପଞ୍ଚାୟତ ର ହିତାଧିକାରୀ ଏମିତି ଅସୁବିଧା ଭୋଗୁଛନ୍ତି । ତେଣୁ ନିଜର ପଞ୍ଚାୟତର ହିତାଧିକାରୀଙ୍କ ସୁବିଧା ଦାବି କରି ବିଡ଼ିଓଙ୍କ ଗୋଡ଼ ତଳେ ପଡିଲେ ସରପଞ୍ଚ ଙ୍କ ପ୍ରତିନିଧି ।

କୋରକୋରା ପଞ୍ଚାୟତ ର ତିହିଡି , ରାଜପୁର ଓ ବରଡ଼ାଡିହ ରାଜସ୍ୱ ଗ୍ରାମରେ ପୂର୍ବରୀ ତିହିଡି ସ୍ଥିତ କୀର୍ତ୍ତନ ମଣ୍ଡପ ଠାରେ ଭତ୍ତା ଦିଆଯାଉଥିଲା । ପରେ ଭଦ୍ରକ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ କୋରକୋରା ପଞ୍ଚାୟତରେ ଭତ୍ତା ଦିଆଯାଉଛି । ତେଣୁ ଏହି ୩ ରାଜସ୍ୱ ଗ୍ରାମର ହିତାଧିକାରୀ ନିଜ ଭତ୍ତା ପାଇଁ ପ୍ରାୟ ୧୦ କିଲୋମିଟର ଯାଉଛନ୍ତି । ଆଉ ଏହି ବାବଦରେ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ପୂର୍ବରୁ ଦିଆଯାଉଥିବା କୀର୍ତ୍ତନ ମଣ୍ଡପରେ ପୁନଃ ଭତ୍ତା ପ୍ରଦାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଧବଳା ପଣ୍ଡା ବିଡିଓଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ପାଦ ତଳେ ପଡି ଗୁହାରି ଜଣାଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ