Masthead

ସ୍କୁଟି ଚାଳକ ଦେବେ ୮ହଜାର ୫ ଶହ ଜରିମାନା

ରାୟଗଡା(ବଡ଼ ଖବର ବ୍ୟୁରୋ): ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ । ଜେକେପୁର ଥାନା ବିସିପୁର ରୋଡ଼ରେ ରହୁଥିବା ସ୍କୁଟି ଚାଳକ ୱାଇ. ସାଗର ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ସହରର ଡିଆଇଭି ଛକ ନିକଟରେ ପରିବହନ ବିଭାଗ କର୍ମଚାରୀମାନେ ଅଟକାଇଥିଲେ ।

ସ୍କୁଟି ଚାଳକ ସାଗର ହେଲମେଟ ପିନ୍ଧି ନଥିବା ବେଳେ ଡ୍ରାଇଭିଂ ଲାଇସେନ୍ସେ ବି ତାଙ୍କର ନଥିଲା। ଅନ୍ୟାନ୍ୟ କାଗଜପତ୍ର ବି ନଥିଲା । ଏବାବଦକୁ ପରିବହନ ବିଭାଗର ଏମଭିଆଇ ଅଶୋକ କୁମାର ପାଣିଗ୍ରାହୀ ଓ ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସାଗରଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା କରାଯାଇଥିଲା । ୧୦୦ କି ହଜାରେ ନୁହେଁ, ୧୮ ହଜାର ୫୦୦ ଜରିମାନା ପକାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ