ତହସିଲ ଘେରିଲେ ଆଦିବାସୀ

ବାଣପୁର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଅବହେଳାକୁ ନେଇ ବାଣପୁର ତହସିଲ ଘେରିଲା ଆଦିବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆାଦୀବାସୀ ପଂଚାୟତରେ । ନୀଳାଦ୍ରୀ ପ୍ରସାଦ ଓ ଦାମିଆ ବରବରାର ଶତାଧିକ ଆଦିବାସୀ ମହିଳା ପୁରୁଷ ନିଜ ଦାବିପାଇଁ ତହସିଲ ଅଫିସ ଘେରାଉ କରିଥିଲେ। ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଆଦିବାସୀ ମାନଙ୍କୁ ସରକାର ” ଜଙ୍ଗଲ-ଜମି-ପଟ୍ଟା” ପ୍ରଦାନ କରାଯିବ ପାଇଁ ଆଇନ ପ୍ରଣୟନ କରିଥିଲେ ।

କିଛିମାତ୍ରାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବାବେଳେ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଛି । ଯାହାଫଳରେ ଆଦିବାସୀମାନେ ସେମାନଙ୍କର ଜାତିଗତ ସାର୍ଟିଫିକେଟରେ ପାଇବାରୁ ବଂଚିତ ହୋଇଛନ୍ତି । ସାର୍ଟିଫିକେଟ ଦେବାରେ ବିଳମ୍ବିତ ହେବାରୁ ଅତିଷ୍ଠ ହୋଇ  ମଙ୍ଗଳବାର ସନ୍ଧ୍ୟାରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଜଣାଇ ଥିଲେ। ତହସିଲଦାରଙ୍କ ଦୃଢକ୍ତି ଜିଲ୍ଲାପାଳଙ୍କ ସହ ଏ ସମ୍ବନ୍ଧରେ ଯଥାଶିଘ୍ର କଥାହୋଇ ଏହାର ସମାଧାନ ଯଥାଶିଘ୍ର କରିବାକୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ