Masthead

ଆଫଗାନିସ୍ତାନକୁ  ସହାୟତାର  ହାତ ବଢାଇଲା ଆମେରିକା 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱ ଆଫଗାନିସ୍ତାନକୁ ଅଣଦେଖା କରୁଥିବା ବେଳେ ସାହାଯ୍ୟର ହାତ ବଢାଇଛି ଆମେରିକା । ଆଫଗାନିସ୍ତାନର ଅଧିକାଂଶ ବିଦେଶୀ ଆକାଉଣ୍ଟକୁ ଫ୍ରିଜ କରିବା ଫଳରେ ଆଫଗାନିସ୍ତାନ ଆର୍ଥିକ  ସଙ୍କଟ  ଦେଇ ଗତି କରୁଛି । ଏହା ମଧ୍ୟରେ  ଆମେରିକାର ଆର୍ଥିକ ସହାୟତାର କଥା ସାମ୍ନାକୁ  ଆସିଛି । ତେବେ ଆଫଗାନିସ୍ତନାକୁ  ପ୍ରାୟ  ୪୭୦ କୋଟି  ଟଙ୍କା  ସହାୟତା କରିବାକୁ  ଆମେରିକା  ଆଗେଇ ଆସିଛି । ଏନେଇ ମିଳିତ  ଜାତିସଂଘରେ  ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ ଗ୍ରୀନଫିଲ୍ଡ ଘୋଷଣା କରିଛନ୍ତି ।

ଅପରପକ୍ଷରେ  ଆଫଗାନିସ୍ତାନର  ଆର୍ଥିକ ଅବସ୍ଥା ବର୍ତ୍ତମାନ ବହୁତ ଖରାପ ।  ଏପରିସ୍ଥିତିରେ ଆମେରିକା  ଆଫଗାନିସ୍ତାନକୁ   ୪୭୦ କୋଟି ଟଙ୍କାର  ଆର୍ଥିକ ସହାୟତା ଘୋଷଣା କରିଛି ।  ଏହାର ଘୋଷଣା ମୁଁ କରିଥିବାରୁ  ବେଶ ଗର୍ବିତ । ଏହି  ନୁତନ  ପାଣ୍ଠି  ମିଳିିତ  ଜାତିସଂଘ  ଏବଂ  ଆନ୍ତର୍ଜାତୀୟ  ଏନଜିଓର କାର୍ଯ୍ୟକୁ  ସମର୍ଥନ  କରିବ ।  ଏହା ସହ  ଅନ୍ୟ ଦେଶମାନଙ୍କୁ  ମଧ୍ୟ  ଏକତା  ଦେଖାଇବାକୁ  ଆମେ ଅନୁରୋଧ କରୁଛୁ ବୋଲି ଲିଣ୍ଡା  ଥମ୍ପସନ ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା