Masthead

ଅର୍ଡର ହେବାର ୨ଘଣ୍ଟାରେ ମିଳୁଛି ଜିନିଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଓଡ଼ିଶାରେ ଟେକ୍ନୋଲୋଜି ଆଗଉଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଯୁବକ ଯୁବତୀ ଦେଶୀ ଉପାୟରେ ନିର୍ମାଣ କରୁଛନ୍ତି ଅନେକ ଆପ୍ଲିକେଶନ । ଯାହାଦ୍ୱାରା ଅନେକ ଲୋକ ଉପକୃତ ମଧ୍ୟ ହେଉଛନ୍ତି । ସେହିଭଳି ଢେଙ୍କାନାଳ ଜିଲ୍ଲାର ସର୍ବଜୀତ ଶତପଥି ଆଧୁନିକ ଜ୍ଞାନ କୌଶଳର ତିଆରି କରିଛନ୍ତି ଏକ ଆପ୍ । ଯେଉଁଥିରେ ଅନ୍ୟାନ୍ୟ ଆପ୍ ଭଳି ଅନେକ ସୁବିଧା ସୁଯୋଗ ରହିଛି । ସର୍ବଜିତ ଏହି ଆପର ନାଁ ରଖିଛନ୍ତି କମ୍ପୋଜେଣ୍ଟ । କମ୍ପ୍ୟୁଟର ପାଇଁ ଦରକାର ହେଉଥିବା ସମସ୍ତ ଉପକରଣ ଓ ପ୍ରତ୍ୟେକ ଟେକ୍ନିକାଲ ସାମଗ୍ରୀ ଏଥିରେ ଉପଲବ୍ଧ ହୋଇପାରୁଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଡର କରିବାର ମାତ୍ର ୨ ଘଣ୍ଟା ମଧ୍ୟରେ ଲୋକଙ୍କ ଘରେ ପହଞ୍ଚିପାରୁଛି ଜିନିଷ । ଏହି ଆପକୁ ନେଇ ବେଶ ଆଶାବାଦୀ ଅଛନ୍ତି ସର୍ବଜୀତ । ଖୁବ କମ ବୟସରଙ୍କ ଏହି ଆପ ତିଆରି କରି ବର୍ତ୍ତମାନ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ତେବେ ଯଦି ଏହି ଆପଟି ଆଗକୁ ସଫଳ ହୁଏ ତେବେ ଆହୁରି ଅନେକ ଆପ ତିଆରି କରି ଲୋକଙ୍କ ପାଖରେ ଠିକ ସମୟରେ ଠିକ ଜିନିଷ ପହଞ୍ଚାଇପାରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି